or_tn_old/gal/05/01.md

3.4 KiB

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ସ୍ବାଧିନତାକୁ ବ୍ୟବହାର କରିବା ନିମନ୍ତେ ସ୍ମରଣ କରିବା ଦ୍ବାରା ରୁପକାତ୍ମକ ପ୍ରୟୋଗ କରନ୍ତି କାରଣ ସମସ୍ତ ବ୍ୟବସ୍ଥା ପ୍ରତିବେଶୀକୁ ଆପଣା ସାଦୃଶ୍ବ ପ୍ରେମ କରିବାରେ ସଫଳ ହେଲା ।

For freedom Christ has set us free

ଏହା ଏଥିପାଇଁ ହୁଏ ଯେ ଆମ୍ଭେମାନେ ସ୍ବାଧିନ ହୋଇ ପାରିବା କାରଣ ଖ୍ରୀଷ୍ଟ ଆମକୁ ମୁକ୍ତ କରିଅଛନ୍ତି । ଏହା ସୂଚିତକରେ ଯେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ପୁରାତନ ନିୟମରୂ ମୁକ୍ତି କରନ୍ତି । ଏଠାରେ ପୁରାତନ ନିୟମରୁ ମୁକ୍ତି ହେବାର ଅର୍ଥ ଏହାକୁ ପାଳନ କରିବା ନିମନ୍ତେ ବାଧ୍ୟ ନହେବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଆମମାନଙ୍କୁ ପୁରାତନ ନିୟମରୁ ମୁକ୍ତ କରିଛନ୍ତି ଯେପରି ଆମ୍ଭେମାନେ ସ୍ବାଧିନ ହୋଇ ପାରିବୁ” କିମ୍ବା “ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଛନ୍ତି ଯେପରି ଆମ୍ଭେମାନେ ମୁକ୍ତ ଲୋକମାନଙ୍କ ପରି ଜୀବନଯାପନ କରିପାରୁ” (ଦେଖ: [[rc:///ta/man/translate/figs-explicit]] ଏବଂ [[rc:///ta/man/translate/figs-metaphor]])

Stand firm

ଏଠାରେ ଦୃଢଭାବରେ ଛିଡାହେବା ବାକ୍ୟ ପରିବର୍ତନ ନହେବା ନିମନ୍ତେ ସ୍ଥିର କରି ରହିବାକୁ ଉଲ୍ଲେଖ କରେ । ସେମାନେ କିପରି ପରିବର୍ତ୍ତିତ ହେବେ ନାହିଁ ଏହି ବାକ୍ୟକୁ ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ କିଛି ଶିକ୍ଷା ଦିଅନ୍ତି ସେହି ଲୋକମାନଙ୍କ ସହିତ ଯୁକ୍ତିତର୍କ କରନାହିଁ” କିମ୍ବା “ମୁକ୍ତ ରହିବା ନିମନ୍ତେ ଦୃଢ ରୁହ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-explicit]])

do not again be put under the control of a yoke of slavery

ଏଠାରେ ଦାସତ୍ବର ଏକ ଯୁଆଳିର ନିୟନ୍ତ୍ରଣରେ ବ୍ୟବସ୍ଥାର ପାଳନ କରିବା ନିମନ୍ତେ ବାଧ୍ୟହେବା ବିଷୟରେ ଉଲ୍ଲେଖ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେ ବ୍ୟବସ୍ଥାର ଦାସତ୍ବର ଯୁଆଳିର ଅଧିନରେ ରହିବା ଲୋକ ପରି ଜୀବନଯାପନ କରନାହିଁ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-explicit]])