or_tn_old/col/02/20.md

12 lines
1.3 KiB
Markdown

# If you died together with Christ to the elements of the world
ଏହି ରୂପକର ସହିତ, ପାଉଲ ଏକ ଏମିତି ବ୍ୟକ୍ତି ରୁପରେ ବିଶ୍ବାସୀର କଥା କହନ୍ତି ଯେ ଆଧ୍ୟାତ୍ମିକ ରୁପରେ ଖ୍ରଷ୍ଟକ ସହିତ ଏକାଠି ଅଛନ୍ତି ଯେମିତି ଖ୍ରୀଷ୍ଟ ମଲେ, ସେମିତି ବିଶ୍ବାସୀମାନେ ଆଧ୍ୟାତ୍ମିକରେ ମରିଗଲେ; ଯେମିତି ଖ୍ରୀଷ୍ଟ ପୁନର୍ବାର ଜୀବନ ପାଇଁ ଲେ,ସେହିପରି ବିଶ୍ବାସୀ ଆଧ୍ୟାତ୍ମିକ ଜୀବନରେ ପୁନରବର୍ ଉଠିବେ। ଏହା ଇଶ୍ବରଙ୍କ ପ୍ରତି ଜବାବ୍ ଦାହୀ ଅଟେ। (ଦେଖ:[[rc://*/ta/man/translate/figs-metaphor]])
# live as obligated to the world
ଚିନ୍ତାକର ତୁମକୁ ଦୁନିଆଁର ଇଚ୍ଛାଗୁଡିକ ପାଳନ କରିବା ଉଚିତ୍
# the world
ଜଗତର ଅଧିକାଂଶ ଲୋକମାନଙ୍କ ଚିନ୍ତା, ଇଚ୍ଛା, ଓ ଭାବନାଗୁଡ଼ିକ ପାପମୟ ଅଟେ (ଦେଖ:[[rc://*/ta/man/translate/figs-metonymy]])