785 B
785 B
I always strive
ମୁଁ ସର୍ବଦା କଠିନ ପରିଶ୍ରମ କରେ କିମ୍ବା “ମୁଁ ମୋର ସର୍ବୋତ୍ତମ ସକ୍ଷମତା ଅନୁସାରେ କରେ”
to have a clear conscience before God
ଏଠାରେ “ବିବେକ” ଜଣେ ଲୋକର ଆନ୍ତରିକ ନୈତିକତା, ଯାହା ଠିକ୍ ଓ ଭୁଲ୍ ବାଛିଥାଏ, ତାକୁ ବୁଝାଏ I ବିକଳ୍ପ ଅନୁବାଦ: “ନିର୍ଦ୍ଦୋଷ ହେବାକୁ” କିମ୍ବା “ଯାହା ଠିକ୍ ତାହା ସର୍ବଦା କରିବାକୁ” (ଦେଖ: rc://*/ta/man/translate/figs-metonymy)
before God
ଈଶ୍ବରଙ୍କ ସାକ୍ଷାତରେ