1.5 KiB
1.5 KiB
As Paul was about to be brought
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୈନ୍ୟମାନେ ପାଉଲଙ୍କୁ ଆଣିବାପାଇଁ ଉଦ୍ୟତ ଥିବା ସମୟରେ” (ଦେଖ: rc://*/ta/man/translate/figs-activepassive)
the fortress
ଏହି ଗଡ଼ଟି ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ଏହାକୁ ତୁମେ ପ୍ରେରିତ ୨୧:୩୪ରେ କିପରି ଅନୁବାଦ କଲ ତାହା ଦେଖ I
the chief captain
ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ରୋମୀୟ ସୈନ୍ୟ ଅଧିକାରୀ
The captain said, ""Do you speak Greek?
ପ୍ରଧାନ ସେନାପତି ଆଶ୍ଚର୍ଯ୍ୟ ପ୍ରକଟ କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ସେ ପାଉଲଙ୍କୁ ଯିଏ ହୋଇଥିବେ ବୋଲି ଭାବୁଥିଲେ ସେ ସେହି ନୁହନ୍ତି I ବିକଳ୍ପ ଅନୁବାଦ: “ତୁମେ କି ଗ୍ରୀକ୍ କହୁଛ I” କିମ୍ବା “ତୁମେ ଗ୍ରୀକ୍ କହୁଛ ବୋଲି ମୁଁ ଜାଣି ନ ଥିଲି I” (ଦେଖ: rc://*/ta/man/translate/figs-rquestion)