1.0 KiB
1.0 KiB
General Information:
ଏଠାରେ “ସେମାନେ” ଶବ୍ଦଟି ସୋରର ବିଶ୍ବାସୀମାନଙ୍କୁ ବୁଝାଏ I
When our days there were over
ଏହା ଦିନଗୁଡିକ ବିଷୟରେ କହେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ଜଣେ ଲୋକ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ : “ଯେତେବେଳେ ସାତ ଦିନ ବିତିଗଲା” କିମ୍ବା “ଯେତେବେଳେ ପ୍ରସ୍ଥାନ କରିବା ସମୟ ଆସିଲା” (ଦେଖ: rc://*/ta/man/translate/figs-metaphor)
knelt down on the beach, prayed
ପ୍ରାର୍ଥନା କରିବା ସମୟରେ ଆଣ୍ଠୁ ଭାଙ୍ଗିବା ଏକ ସାଧାରଣ ପ୍ରଥା ଥିଲା I ଏହା ଈଶ୍ବରଙ୍କ ଛାମୁରେ ନମ୍ରତାର ଏକ ନିଦର୍ଶନ I (ଦେଖ: rc://*/ta/man/translate/translate-symaction)