or_tn_old/act/15/41.md

1.6 KiB

he went

ପୂର୍ବବର୍ତ୍ତୀ ବାକ୍ୟଟି ସୂଚିତ କରେ ଯେ ଶୀଲା ପାଉଲଙ୍କ ସହିତ ଥିଲେ I ବିକଳ୍ପ ଅନୁବାଦ: “ସେମାନେ ଗଲେ” କିମ୍ବା “ପାଉଲ ଓ ଶୀଲା ଗଲେ” (ଦେଖ: rc://*/ta/man/translate/figs-explicit)

went through Syria and Cilicia

ଏଗୁଡ଼ିକ କୁପ୍ର ଦ୍ବୀପ ନିକଟରେ ଥିବା ଏସିଆ ମାଇନରର ପ୍ରଦେଶ କିମ୍ବା ଅଞ୍ଚଳ ସମୂହ I

strengthening the churches

ମଣ୍ଡଳୀଗୁଡିକରେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ପାଉଲ ଓ ଶୀଲା ବିଶ୍ବାସୀମାନଙ୍କୁ ଶାରୀରିକ ଭାବରେ ବଳିଷ୍ଠ କରୁଥିଲେ I “ମଣ୍ଡଳୀସମୂହ” ଶବ୍ଦଟି ସୁରିଆ ଓ କିଲିକିଆରେ ଥିବା ବିଶ୍ବାସୀମାନଙ୍କର ସମୂହକୁ ବୁଝାଏ I ବିକଳ୍ପ ଅନୁବାଦ: “ମଣ୍ଡଳୀସମୂହରେ ବିଶ୍ବାସୀମାନଙ୍କୁ ଉତ୍ସାହିତ କରି” କିମ୍ବା “ଯୀଶୁଙ୍କଠାରେ ଅଧିକ ନିର୍ଭର ରଖିବା ପାଇଁ ବିଶ୍ବାସୀ ସମ୍ପ୍ରଦାୟକୁ ସାହାଯ୍ୟ କରି” (ଦେଖ: rc://*/ta/man/translate/figs-metaphor)