or_tn_old/act/14/19.md

1.2 KiB

General Information:

ଏଠାରେ “ସେ” ଓ “ତାହାଙ୍କୁ” ପାଉଲଙ୍କୁ ବୁଝାଏ I

persuaded the crowds

ସେମାନେ ଲୋକମାନଙ୍କୁ ଯାହା କରିବାକୁ ପ୍ରବର୍ତ୍ତାଇଲେ ତାହା ସ୍ପଷ୍ଟଭାବେ କହିବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବାଙ୍କୁ ବିଶ୍ବାସ ନ କରି ସେମାନଙ୍କ ବିରୁଦ୍ଧରେ ଉଠିବାକୁ ପ୍ରବର୍ତ୍ତାଇଲେ” (ଦେଖ: rc://*/ta/man/translate/figs-explicit)

the crowds

ଏହା ସେହି ଲୋକ ଦଳ ହୋଇ ନ ପାରନ୍ତି ଯାହା ପୂର୍ବ ପଦରେ “ଲୋକସମୂହ” ବୋଲି ଉଲ୍ଲେଖ ଅଛି I କିଛି ସମୟ ବିତି ଯାଇଛି, ଓ ଏହା ହୁଏତ ପରେ ଏକତ୍ରିତ ହୋଇଥିବା ଭିନ୍ନ ଏକ ଦଳ ହୋଇପାରେ I

thinking that he was dead

କାରଣ ସେମାନେ ଭାବିଲେ ଯେ ସେ ମରିସାରିଛି