1009 B
1009 B
the Jews who were disobedient
ଏହା ଯୀଶୁଙ୍କ ବିଷୟକ ସମ୍ବାଦକୁ ବିଶ୍ବାସ କରି ନ ଥିବା ଯିହୂଦୀମାନଙ୍କର ଏକ ପକ୍ଷକୁ ବୁଝାଏ I
stirred up the minds of the Gentiles
ବିଜାତିମାନଙ୍କୁ କ୍ରୋଧାନ୍ବିତ କରାଇବା ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସ୍ଥିର ଜଳକୁ ବିଚଳିତ କରାଗଲା I (ଦେଖ: rc://*/ta/man/translate/figs-metaphor)
the minds
ଏଠାରେ “ମନ” ଶବ୍ଦ ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତିମାନେ” (ଦେଖ: rc://*/ta/man/translate/figs-synecdoche)
the brothers
ଏଠାରେ “ଭାଇମାନେ” ପାଉଲ, ବର୍ଣ୍ଣବ୍ବା ଓ ନୁତନ ବିଶ୍ବାସୀମାନଙ୍କୁ ବୁଝାଏ I