or_tn_old/act/10/37.md

8 lines
628 B
Markdown

# throughout all Judea
“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ବିକଳ୍ପ ଅନୁବାଦ: “ସମୁଦାୟ ଯିହୂଦା ପ୍ରଦେଶରେ” କିମ୍ବା “ଯିହୂଦାର ଅନେକ ସ୍ଥାନରେ” (ଦେଖ: [[rc://*/ta/man/translate/figs-hyperbole]])
# after the baptism that John announced
ଯୋହନ ଲୋକମାନଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ପ୍ରଚାର କରି ସେମାନଙ୍କୁ ବାପ୍ତିସ୍ମ ଦେଲେ