or_tn_old/act/10/35.md

492 B

anyone who worships and does righteous deeds is acceptable to him

ସେ ପ୍ରତ୍ୟେକଙ୍କୁ ଗ୍ରହଣ କରନ୍ତି ଯେଉଁମାନେ ତାହାଙ୍କର ଉପାସନା କରି ଧର୍ମାଚରଣ କରନ୍ତି

worships

ଏଠାରେ “ଉପାସନା” ଶବ୍ଦଟି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାର ମନୋଭାବକୁ ବୁଝାଏ I