or_tn_old/act/07/01.md

1.2 KiB

General Information:

“ଆମ୍ଭମାନଙ୍କର” ଶବ୍ଦଟି ଉଭୟ ସ୍ତିଫାନଙ୍କୁ ଓ ସେ ଯେଉଁମାନଙ୍କୁ କଥା କହୁଥିଲେ ଯିହୂଦୀ ମହାସଭାର ସେହି ସଦସ୍ୟମାନଙ୍କୁ ତଥା ସମଗ୍ର ଶ୍ରୋତାଗଣଙ୍କୁ ବୁଝାଏ I “ତୁମ୍ଭର” ଶବ୍ଦଟି ଏକବଚନ ଅଟେ ଓ ଅବ୍ରାହାମଙ୍କୁ ବୁଝାଏ I(ଦେଖ: rc://*/ta/man/translate/figs-you)

Connecting Statement:

ସ୍ତିଫାନଙ୍କ ବିଷୟରେ ବର୍ଣ୍ଣିତ ଘଟଣାର ଅଂଶ, ଯାହା ପ୍ରେରିତ ୬:୮ରେ ଆରମ୍ଭ ହୋଇଥିଲା, ତାହା ଜାରି ରହିଛି I ଇଶ୍ରାୟେଲର ଇତିହାସରେ ଘଟିଥିବା ଘଟଣା ବିଷୟରେ କହି ସ୍ତିଫାନ ମହାଯାଜକ ଓ ମହାସଭାକୁ ଆପଣାର ପ୍ରତ୍ୟୁତ୍ତର ଦେବା ଆରମ୍ଭ କରୁଛନ୍ତି I ଏହି ଇତିହାସର ଅଧିକାଂଶ ବିଷୟ ମୋଶାଙ୍କର ଲେଖାଗୁଡ଼ିକରୁ ଆସିଛି I