or_tn_old/3jn/01/09.md

1.2 KiB

General Information:

“ଆମ୍ଭମାନଙ୍କୁ” ଶବ୍ଦଟି ଯୋହନ ଏବଂ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟକୁ ସମ୍ପୃକ୍ତ କରେ ନାହିଁ । (ଦେଖ: rc://*/ta/man/translate/figs-exclusive)

congregation

ଏହା ଗାୟଙ୍କୁ ଏବଂ ବିଶ୍ବାସୀମାନଙ୍କ ଏକ ଦଳକୁ ସୂଚିତ କରେ ଯେଉଁମାନେ ଈଶ୍ବରଙ୍କ ଉପାସନା କରିବା ନିମନ୍ତେ ଏକତ୍ର ସମବେତ ହେଲେ ।

Diotrephes

ସେ ମଣ୍ଡଳୀର ଜଣେ ସଦସ୍ୟ ଥିଲେ । (ଦେଖ:rc://*/ta/man/translate/translate-names)

who loves to be first among them

ଯେଉଁମାନେ ସେମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ ଜଣେ ମହାନ ହେବା ନିମନ୍ତେ ପସନ୍ଦ କରନ୍ତି କିମ୍ବା “ସେ ସେମାନଙ୍କ ଜଣେ ଅଧ୍ୟକ୍ଷ ସଦୃଶ କାର୍ଯ୍ୟ କରିବା ଚାହାଁନ୍ତି”