or_tn_old/2ti/03/intro.md

1.1 KiB
Raw Permalink Blame History

ତୀମଥି ୦୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

”ଶେଷ ଦିନ”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ I ଯଦି ତାହା ହୁଏ, ତେବେ ପାଉଲ ୧-୯ ଓ ୧୩ ପଦରେ ସେହି ଦିନସମୂହ ବିଷୟରେ ଭାବବାଣୀ କରୁଛନ୍ତି I “ଶେଷ ଦିନ” ମଧ୍ୟ ପାଉଲଙ୍କ ସମୟର ସହ ଖ୍ରୀଷ୍ଟିୟାନ ଯୁଗକୁ ବୁଝାଇପାରେ I ଯଦି ଏହା ହୁଏ, ତାଡନା ପ୍ରାପ୍ତ ହେବା ବିଷୟରେ ପାଉଲ ଶିକ୍ଷା ଦେଉଥିବା ବିଷୟ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଅଟେ I (ଦେଖ: [[rc:///tw/dict/bible/kt/prophet]] ଓ [[rc:///tw/dict/bible/kt/lastday]])