or_tn_old/2ti/03/14.md

652 B

remain in the things that you have learned

ବାଇବଲଜନିତ ଉପଦେଶ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠି ତୀମଥି ରହିପାରିବେ I ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା ଭୁଲି ଯାଅ ନାହିଁ” କିମ୍ବା “ତୁମ୍ଭେ ଯାହା ଶିକ୍ଷା କରିଅଛ, ତାହା କରିବାରେ ଲାଗିରୁହ” (ଦେଖ: rc://*/ta/man/translate/figs-metaphor)