or_tn_old/2ti/02/14.md

1.3 KiB
Raw Permalink Blame History

General Information:

“ସେମାନଙ୍କୁ” ହୁଏତ “ଶିକ୍ଷକ” ବା “ମଣ୍ଡଳୀର ଲୋକମାନଙ୍କୁ” ବୁଝାଏ I

before God

ପାଉଲଙ୍କ ବିଷୟରେ ଈଶ୍ବରଙ୍କ ସଚେତନତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ସାକ୍ଷାତ ଉପସ୍ଥିତିରେ ଅଛନ୍ତି I ଏହା ସୂଚିତ କରେ ଯେ ଈଶ୍ବର ତୀମଥିଙ୍କର ସାକ୍ଷୀ ହେବେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଉପସ୍ଥିତିରେ” କିମ୍ବା “ଈଶ୍ବର ତୁମ୍ଭର ସାକ୍ଷୀ ଭାବରେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])

against quarreling about words

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଲୋକମାନେ କହୁଥିବା ମୁର୍ଖ ବିଷୟଗୁଡିକ ସମ୍ବନ୍ଧରେ ଯୁକ୍ତିତର୍କ ନ କରି” କିମ୍ବା ) ବାକ୍ୟର ଅର୍ଥ ବିଷୟରେ ବାକ୍ ଯୁଦ୍ଧ ନ କରି”

it is of no value

ଏହା କାହାରି ହିତଜନକ ହୁଏ ନାହିଁ