or_tn_old/2ti/02/10.md

1.1 KiB

for those who are chosen

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ନିମନ୍ତେ” (ଦେଖ: rc://*/ta/man/translate/figs-activepassive)

may obtain the salvation that is in Christ Jesus

ପାଉଲ ପରିତ୍ରାଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଶାରୀରିକ ଭାବରେ ଧରାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ପରିତ୍ରାଣ ପ୍ରାପ୍ତ ହେବ” (ଦେଖ: rc://*/ta/man/translate/figs-metaphor)

with eternal glory

ଆଉ ସେ ଯେଉଁ ଗୌରବମୟ ସ୍ଥାନରେ ଅଛନ୍ତି, ସେମାନେ ସେଠାରେ ତାହାଙ୍କ ସହିତ ଅନନ୍ତ କାଳ ପର୍ଯ୍ୟନ୍ତ ରହିବେ