or_tn_old/2ti/02/02.md

8 lines
966 B
Markdown

# among many witnesses
ଅନେକଙ୍କ ସାକ୍ଷାତରେ ମୁଁ ଯେଉଁ ବାକ୍ୟ କହିଥିଲି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ତୁମ୍ଭେ ଜାଣିଅଛ
# entrust them to faithful people
ପାଉଲ ତୀମଥିଙ୍କୁ ଦେଇଥିବା ଆପଣା ଉପଦେଶ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ପଦାର୍ଥ, ଯାହା ସେ ଅନ୍ୟଲୋକମାନଙ୍କୁ ଦେଇପାରିବେ ଓ ସେମାନେ ତାହା ଠିକ୍ ଭାବରେ ବ୍ୟବହାର କରିବେ ବୋଲି ସେମାନଙ୍କୁ ଭରସା କରିପାରିବେ I ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” (ଦେଖ: [[rc://*/ta/man/translate/figs-metaphor]])