or_tn_old/2th/02/16.md

16 lines
962 B
Markdown

# Connecting Statement:
ପାଉଲ ଈଶ୍ବରଙ୍କଠାରୁ ଗୋଟିଏ ଆଶୀର୍ବାଦ ସହ ଶେଷ କରୁଛନ୍ତି I
# Now
ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I
# may our Lord ... who loved us and gave us
“ଆମ୍ଭମାନଙ୍କ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ସମସ୍ତ ବିଶ୍ବାସୀଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# Lord Jesus Christ himself
ଏଠାରେ “ନିଜେ” ଶବ୍ଦଟି “ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବାକ୍ୟାଂଶଟିକୁ ଅତିରିକ୍ତ ଗୁରୁତ୍ବ ଦେଉଛି I (ଦେଖ: [[rc://*/ta/man/translate/figs-rpronouns]])