or_tn_old/2co/12/21.md

2.4 KiB
Raw Permalink Blame History

I might be grieved by many of those who have sinned before now

ମୁଁ ଶୋକ କରିବି, କାରଣ ସେମାନଙ୍କର ଅନେକେ ଆପଣା ଆପଣାର ପୂର୍ବ ପାପସବୁକୁ ଛାଡ଼ିନାହାନ୍ତି

did not repent of the impurity and sexual immorality and lustful indulgence

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ପ୍ରାୟ ସେହି ଗୋଟିଏ ବିଷୟକୁ ଗୁରୁତ୍ବ ଦେବପାଇଁ ତିନିଥର କହୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ଯେଉଁସବୁ ଯୌନଗତ ପାପ କରୁଥିଲେ ତାହା ସେମାନେ ବନ୍ଦ କରିନାହାନ୍ତି” କିମ୍ବା ) ପାଉଲ ତିନୋଟି ଭିନ୍ନଭିନ୍ନ ପାପ ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/figs-parallelism)

of the impurity

ଗୁଣବାଚକ ବିଶେଷ୍ୟ ଅଶୁଚିତାକୁ “ଈଶ୍ବର ସନ୍ତୁଷ୍ଟ ହେଉ ନ ଥିବା ବିଷୟ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ନାହିଁ, ସେ ପ୍ରକାର ବିଷୟ ଗୁପ୍ତରେ ଚିନ୍ତା କରନ୍ତି ଓ ଇଚ୍ଛା କରନ୍ତି” (ଦେଖ: rc://*/ta/man/translate/figs-abstractnouns)

of the ... sexual immorality

ଗୁଣବାଚକ ବିଶେଷ୍ୟ “ବ୍ୟଭିଚାର”କୁ “ବ୍ୟଭିଚାର କାର୍ଯ୍ୟ” ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୌନଗତ ବ୍ୟଭିଚାର କାର୍ଯ୍ୟ କରିବାର” (ଦେଖ: rc://*/ta/man/translate/figs-abstractnouns)

of the ... lustful indulgence

ଗୁଣବାଚକ ବିଶେଷ୍ୟ “କାମୁକତା”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୌନଗତ ଅଶୁଚି କାମନା ପୂରଣ କରୁଥିବା ବିଷୟଗୁଡିକ” (ଦେଖ: rc://*/ta/man/translate/figs-abstractnouns)