or_tn_old/2co/12/15.md

2.3 KiB

I will most gladly spend and be spent

ପାଉଲ ତାହାଙ୍କ କାର୍ଯ୍ୟ ଓ ତାହାଙ୍କ ଶାରୀରିକ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅର୍ଥ ଅଟେ, ଯାହା ସେ କିମ୍ବା ଈଶ୍ବର ଖର୍ଚ୍ଚ କରିପାରିବେ I ବିକଳ୍ପ ଅନୁବାଦ: “ମୁଁ ଆନନ୍ଦରେ ଯେ କୌଣସି କାର୍ଯ୍ୟ କରିବି ଓ ମୋତେ ବଧ କରିବାକୁ ଲୋକମାନଙ୍କୁ ଅନୁମତି ଦେବାକୁ ଆନନ୍ଦରେ ଈଶ୍ବରଙ୍କୁ ତାହା କରିବାକୁ ଦେବି” (ଦେଖ: rc://*/ta/man/translate/figs-metaphor)

for your souls

“ଆତ୍ମା” ଶବ୍ଦଟି ଲୋକମାନଙ୍କୁ ବୁଝାଇବା ନିମନ୍ତେ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପାଇଁ” କିମ୍ବା “ଯେପରି ତୁମ୍ଭେମାନେ ଭଲଭାବରେ ବଞ୍ଚିପାରିବ” (ଦେଖ: rc://*/ta/man/translate/figs-metonymy)

If I love you more, am I to be loved less?

ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି ମୁଁ ତୁମ୍ଭମାନଙ୍କୁ ଏତେ ଅଧିକ ପ୍ରେମ କରେ, ତୁମ୍ଭେମାନେ ମୋତେ ଏତେ କମ୍ ପ୍ରେମ କରିବା ଉଚିତ ନୁହଁ” କିମ୍ବା “ଯଦି ...ଅଧିକ ..., ତୁମ୍ଭେମାନେ ମୋତେ ତାଠାରୁ ଅଧିକ ପ୍ରେମ କରିବା ଉଚିତ I” (ଦେଖ: rc://*/ta/man/translate/figs-rquestion)

more

ପାଉଲଙ୍କର ""ତାଠାରୁ ଅଧିକ ପ୍ରେମ"" କଅଣ ଏହା ସ୍ପଷ୍ଟ ନୁହେ I ସମ୍ଭବତଃ “ଅଧିକ” କିମ୍ବା “ଅତି ଅଧିକ” ବୋଲି କହି ବାକ୍ୟରେ ପରେ “ଅତି କମ୍” ସହିତ ତୁଳନା କଲେ ସବୁଠାରୁ ଭଲ ହେବ I