or_tn_old/2co/12/14.md

742 B

I want you

ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଏହା ଚାହୁଁଛି ଯେ ତୁମ୍ଭେମାନେ ମୋତେ ପ୍ରେମ କର ଓ ଗ୍ରହଣ କର” (ଦେଖ: rc://*/ta/man/translate/figs-explicit)

children should not save up for the parents

ତୁମ୍ଭମାନଙ୍କ ପିଲାମାନେ ସେମାନଙ୍କର ସୁସ୍ଥ ସବଳ ମାତାପିତାଙ୍କୁ ଦେବାପାଇଁ ଅର୍ଥ ଅବା ଅନ୍ୟ ସାମଗ୍ରୀ ସଂଚୟ କରିବା ନିମନ୍ତେ ଦାୟୀ ନୁହନ୍ତି I