or_tn_old/2co/12/10.md

2.0 KiB
Raw Permalink Blame History

I am content for Christ's sake in weaknesses, in insults, in troubles, in persecutions and distressing situations

ସମ୍ଭାବିତ ଅର୍ଥାଗୁଡିକ ହେଲା ୧) “ମୁଁ ଦୁର୍ବଳତା, ଅପମାନ, ବିପଦ, ତାଡନା, ଓ ନିରାଶର ପରିସ୍ଥିତିରେ ରହିବାକୁ ସନ୍ତୁଷ୍ଟ ଯଦି ମୁଁ ଖ୍ରୀଷ୍ଟଙ୍କଠାରେ ଥିବାରୁ ଏହି ବିଷୟଗୁଡିକ ଆସୁଅଛି” କିମ୍ବା ) “ମୁଁ ଦୁର୍ବଳତାରେ ସନ୍ତୁଷ୍ଟ ...ଯଦି ଏ ବିଷୟଗୁଡିକ ଅଧିକ ଲୋକଙ୍କୁ ଖ୍ରୀଷ୍ଟଙ୍କୁ ଜାଣିବାରେ ସାହାଯ୍ୟ କରିବ I”

in weaknesses

ଯେତେବେଳେ ମୁଁ ଦୁର୍ବଳ

in insults

ମୁଁ ଜଣେ ଖରାପ ଲୋକ ବୋଲି କହି ଲୋକମାନେ ଯେତେବେଳେ ମୋହର କ୍ରୋଧ ଜନ୍ମାଇବାକୁ ଚେଷ୍ଟା କରିବେ

in troubles

ଯେତେବେଳେ ମୁଁ ଦୁଃଖଭୋଗ କରୁଛି

distressing situations

ଯେତେବେଳେ ବିପଦ ଅଛି

For whenever I am weak, then I am strong

ପାଉଲ କହୁଛନ୍ତି ଯେ ଯେତେବେଳେ ସେ ଯାହା କରିବା ପ୍ରୟୋଜନ, ତାହା କରିବାକୁ ଆଉ ବଳବାନ୍ ନୁହନ୍ତି, ପାଉଲ ଯେତିକି ବି ବଳବାନ୍ ହୋଇପାରିବେ, ତାଙ୍କଠାରୁ ଅଧିକ ଶକ୍ତିଶାଳୀ ଯେ ଖ୍ରୀଷ୍ଟ, ସେ ପାଉଲଙ୍କ ଦେଇ ଯାହା କରିବା ପ୍ରୟୋଜନ, ତାହା କରିବେ I ତେବେ ବି ଏହି ପଦଗୁଡିକୁ ଆକ୍ଷରିକଭବରେ ଅନୁବାଦ କରିବା ସବୁଠାରୁ ଭଲ ହେବ, ଯଦି ତୁମର ଭାଷା ତାହା କରିବାକୁ ଦିଏ I