or_tn_old/2co/12/06.md

740 B

Connecting Statement:

ଆପଣା ପ୍ରେରିତ ପଦ ଈଶ୍ବରଙ୍କଠାରୁ ପ୍ରାପ୍ତ ବୋଲି ପକ୍ଷ ସମର୍ଥନ କରିବାବେଳେ, ସେ ଦୁର୍ବଳତା ସମ୍ବନ୍ଧରେ କହୁଛନ୍ତି ଯେ ଆପଣାକୁ ନମ୍ର ରଖିବାପାଇଁ ଈଶ୍ବର ତାହା ତାଙ୍କୁ ଦେଇଛନ୍ତି I

no one will think more of me than what he sees in me or hears from me

ଜଣେ ଲୋକ ମୋତେ ଯେ ପ୍ରକାର ଦେଖେ କିମ୍ବା ମୋଠାରୁ ଯେ ପ୍ରକାର ଶୁଣେ, ତା’ଠାରୁ ଅଧିକ ଶ୍ରେଷ୍ଠତା ଦିଏ ନାହିଁ