or_tn_old/2co/11/29.md

3.3 KiB

Who is weak, and I am not weak?

ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ବି କେହି ଜଣେ ଦୁର୍ବଳ ହୁଏ, ମୁଁ ମଧ୍ୟ ସେହି ଦୁର୍ବଳତାକୁ ଅନୁଭବ କରେ” (ଦେଖ: rc://*/ta/man/translate/figs-rquestion)

Who is weak, and I am not weak?

“ଦୁର୍ବଳ” ଶବ୍ଦଟି ସମ୍ଭବତଃ ଆତ୍ମିକ ଅବସ୍ଥା ନିମନ୍ତେ ଏକ ରୂପକ, କିନ୍ତି କେହି ନିଶ୍ଚିତ ନୁହନ୍ତି ଯେ ପାଉଲ କ’ଣ କହୁଛନ୍ତି, ସେଥିପାଇଁ ଏଠାରେ ସେହି ସମାନ ଶବ୍ଦକୁ ହିଁ ବ୍ୟବହାର କରିବା ସବୁଠାରୁ ଭଲ ହେବ I ବିକଳ୍ପ ଅନୁବାଦ: “ଯେତେବେଳେ ବି କେହି ଜଣେ ଦୁର୍ବଳ ହୁଏ, ମୁଁ ମଧ୍ୟ ସେହି ଦୁର୍ବଳତାକୁ ଅନୁଭବ କରେ” (ଦେଖ: rc://*/ta/man/translate/figs-metaphor)

Who has been caused to stumble, and I do not burn?

ଯେତେବେଳେ ଜଣେ ବିଶ୍ବାସୀକୁ ପାପରେ ପଡିବାକୁ ଦିଆଯାଏ ସେହି ସମୟରେ ତାଙ୍କର କ୍ରୋଧକୁ ପ୍ରକାଶ କରିବା ନିମନ୍ତେ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ଏଠାରେ ତାହାଙ୍କ କ୍ରୋଧ ସମ୍ବନ୍ଧରେ କୁହାଯାଏ ଯେ ତାହା ତାହାଙ୍କ ଅନ୍ତର ମଧ୍ୟରେ ଜଲୁଥିଲା I ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ଆମ୍ଭମାନଙ୍କର ଜଣେ ଭାଇକୁ ପାପରେ ପଡିବାକୁ ଦିଏ, ମୁଁ କ୍ରୋଧ କରେ I (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metaphor]])

has been caused to stumble

ପାପ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା କୌଣସି ଜିନିଷ ଉପରେ ଝୁଣ୍ଟିପଡେ ଓ ତାପରେ ପଡିଯାଏ I ବିକଳ୍ପ ଅନୁବାଦ: “ପାପ କରିବାକୁ କଢାଇ ନିଆଯାଇଛି” କିମ୍ବା “ଭାବିଛି ଯେ କେହି ଜଣେ କିଛି କରିଥିବା ସକାଶୁ ଈଶ୍ବର ତାଙ୍କୁ ପାପ କରିବାକୁ ଦେବେ” (ଦେଖ: rc://*/ta/man/translate/figs-metaphor)

I do not burn

ପାପ ସମ୍ବନ୍ଧରେ କ୍ରୋଧୀ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାଙ୍କ ଶରୀର ଭିତରେ ଅଗ୍ନି ଥିଲା I ବିକଳ୍ପ ଅନୁବାଦ: “ମୁଁ ଏ ବିଷୟରେ କ୍ରୋଧୀ ନୁହେଁ” (ଦେଖ: rc://*/ta/man/translate/figs-metaphor)