or_tn_old/2co/11/24.md

681 B

forty lashes minus one

୩୯ ଥର ପ୍ରହାରିତ ହେବା ଗୋଟିଏ ସାଧାରଣ ଭାବ ଥିଲା I ଯିହୂଦୀ ବ୍ୟବସ୍ଥାରେ ଅତି ଅଧିକରେ ଏକ ସମୟରେ ଚାଳିଶ ଥର ପ୍ରହାର କରିବା ନିୟମ ଥିଲା I ସେଥିପାଇଁ ସେମାନେ ଜଣେ ଲୋକକୁ ସାଧାରଣତଃ ଉଣଚାଳିଶ ଥର ପ୍ରହାର କରୁଥିଲେ ଯେପରି ଗଣନାର ଭୁଲ୍ ସକାଶୁ ଯଦି ଜଣକୁ ଅଧିକ ଥର ପ୍ରହାର କଲେ, ସେମାନେ ଦୋଷୀ ହୋଇଯିବେ I