or_tn_old/2co/11/21.md

1.3 KiB

I will say to our shame that we were too weak to do that

ମୁଁ ଲଜ୍ଜା ସହ ସ୍ବୀକାର କରୁଅଛି ଯେ ତୁମ୍ଭମାନଙ୍କୁ ସେ ଭଳି ବ୍ୟବହାର କରିବାକୁ ଆମ୍ଭେମାନେ ସାହସୀ ନ ଥିଲୁ I ପାଉଲ ବ୍ୟଙ୍ଗୋକ୍ତି ବ୍ୟବହାର କରି କରିନ୍ଥୀୟମାନଙ୍କୁ କହୁଛନ୍ତି ଯେ ଏହା ନୁହେଁ ଯେ ସେ ଦୁର୍ବଳ ଥିଲେ ବୋଲି ତୁମ୍ଭମାନଙ୍କୁ ଉତ୍ତମ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ମୁଁ କହିବାକୁ ଲଜ୍ଜିତ ନୁହେଁ ଯେ ତୁମ୍ଭମାନଙ୍କର କ୍ଷତି କରିବାକୁ ଆମ୍ଭମାନଙ୍କର ଶକ୍ତି ଥିଲା, କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଉତ୍ତମ ବ୍ୟବହାର କଲୁ” (ଦେଖ: rc://*/ta/man/translate/figs-irony)

Yet if anyone boasts ... I too will boast

ଜଣେ ଯେ କୌଣସି ବିଷୟରେ ଦର୍ପ କରୁ ନା କାହିଁକି ...ମୁଁ ଏ ବିଷୟରେ ମଧ୍ୟ ଦର୍ପ କରିବାକୁ ସାହସ କରିବି