or_tn_old/2co/11/12.md

1.2 KiB

Connecting Statement:

ପାଉଲ ଆପଣା ପ୍ରେରିତ ପଦକୁ ସମର୍ଥନ କରି ଚାଲିଥିବା ବେଳେ ଭଣ୍ଡ ପ୍ରେରିତମାନଙ୍କ ବିଷୟରେ କହୁଛନ୍ତି I

in order that I may take away the claim

ତାହାଙ୍କ ଶତ୍ରୁମାନେ କହୁଥିବା ମିଥ୍ୟା ଦାବୀ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡିକ କିଛି ଜିନିଷ ଯାହା ସେ ବୋହିନେଇ ଯିବେ I ବିକଳ୍ପ ଅନୁବାଦ: “ଯେପରି ତାହାକୁ ମୁଁ ଅସମ୍ଭବ କରିପାରେ” (ଦେଖ: rc://*/ta/man/translate/figs-metaphor)

they are found to be doing the same work that we are doing

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଭାବିବେ ଯେ ସେମାନେ ଆମ୍ଭମାନଙ୍କ ସଦୃଶ ଅଟନ୍ତି” (ଦେଖ: rc://*/ta/man/translate/figs-activepassive)