or_tn_old/2co/11/11.md

1.5 KiB

Why? Because I do not love you?

ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଆପଣା ପ୍ରେମକୁ ଗୁରୁତ୍ବ ଦେବାପାଇଁ ପାଉଲ ଭାବ ପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଏହି ପ୍ରଶ୍ନଗୁଡିକୁ ଗୋଟିଏ ଉକ୍ତିରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବା ସକାଶୁ କି ମୁଁ ତୁମ୍ଭମାନଙ୍କ ପ୍ରତି ଭାରସ୍ବରୂପ ହେବି ନାହିଁ?” କିମ୍ବା “ମୁଁ ନିରନ୍ତର ମୋହର ପ୍ରୟୋଜନ ବିଷୟପାଇଁ ଖର୍ଚ୍ଚ ବହନ କରିବାରୁ ତୁମ୍ଭମାନଙ୍କୁ ଦୂରେଇ ରଖିବି, କାରଣ ଏହା ଅନ୍ୟମାନଙ୍କୁ ଦେଖାଇ ଦେବ ଯେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଛି” (ଦେଖ: rc://*/ta/man/translate/figs-rquestion)

God knows

ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଛି ବୋଲି ଈଶ୍ବର ଜାଣନ୍ତି” (ଦେଖ: rc://*/ta/man/translate/figs-ellipsis)