or_tn_old/2co/11/06.md

895 B

I am not untrained in knowledge

ଏହି ନକରାତ୍ମକ ବାକ୍ୟାଂଶଟି ସକରାତ୍ମକ ସତ୍ୟତାକୁ ଗୁରୁତ୍ବ ଦେଉଛି ଯେ ସେ ଜ୍ଞାନରେ ସୁଶିକ୍ଷିତ ହୋଇଅଛି I ଗୁଣବାଚକ ବିଶେଷ୍ୟ “ଜ୍ଞାନ”କୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ମୁଁ ନିଶ୍ଚିତ ଭାବରେ ଜ୍ଞାନରେ ସୁଶିକ୍ଷିତ ହୋଇଅଛି” କିମ୍ବା “ସେମାନେ ଯାହା ଜାଣିଛନ୍ତି, ତାହା ଜାଣିବାକୁ ମୁଁ ସୁଶିକ୍ଷିତ ହୋଇଅଛି” (ଦେଖ: [[rc:///ta/man/translate/figs-litotes]] ଓ [[rc:///ta/man/translate/figs-abstractnouns]])