or_tn_old/2co/11/05.md

669 B

those so-called super-apostles

ସେମାନେ ଯେପରି ବୋଲି ଲୋକେ କହୁଛନ୍ତି, ତା’ଠାରୁ ବି ସେହି ଶିକ୍ଷକମାନେ ଯେ ଗୁରୁତ୍ବହୀନ, ତାହା ଦେଖାଇବାକୁ ପାଉଲ ଏଠାରେ ବ୍ୟଙ୍ଗୋକ୍ତି ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ସେହି ଶିକ୍ଷକମାନେ. ଯେଉଁମାନେ ଅନ୍ୟମାନଙ୍କଠାରୁ ଉତ୍ତମ ବୋଲି କେତେକ ଭାବୁଛନ୍ତି” (ଦେଖ: rc://*/ta/man/translate/figs-irony)