or_tn_old/2co/11/03.md

1003 B

But I am afraid that somehow ... pure devotion to Christ

କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି

your thoughts might be led astray away

ପାଉଲ ଭାବନା ବିଷୟରେ କହୁଛନ୍ତି ଯେ ସତେ ଯେପରି ସେସବୁ ପଶୁଗୁଡିକ ଯାହାକୁ ଲୋକେ ଭୁଲ୍ ପଥରେ କଢାଇ ନେଇପାରିବେ I ବିକଳ୍ପ ଅନୁବାଦ: “କେହି ଜଣେ ହୁଏତ ତୁମ୍ଭକୁ ମିଥ୍ୟାରେ ବିଶ୍ଵାସ ଜନ୍ମାଇବାର କାରଣ ହେବେ” (ଦେଖ: rc://*/ta/man/translate/figs-metaphor)