or_tn_old/2co/10/18.md

1.2 KiB
Raw Permalink Blame History

recommends himself

ଏହାର ଅର୍ଥ ଏହି ଯେ ସେ ତାହାଙ୍କ ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଜଣକୁ ସେ ଠିକ୍ କି ଭୁଲ୍, ତାହା ସ୍ଥିର କରିବାକୁ ଯଥେଷ୍ଟ ପ୍ରମାଣ ଯୋଗାନ୍ତି I ଦେଖ “ଯେ ନିଜର ପ୍ରଶଂସା କରେ”କୁ କରିନ୍ଥୀୟ ୪:ରେ କିପରି ଅନୁବାଦ କରାଯାଇଛି I

who is approved

ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ପ୍ରଭୁ ସମର୍ଥନ କରନ୍ତି” (ଦେଖ : rc://*/ta/man/translate/figs-activepassive)

it is the one whom the Lord recommends

ବୁଝିଥିବା ସୂଚନାକୁ ତୁମେ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଯାହାର ପ୍ରଶଂସା କରନ୍ତି, ତାହାଙ୍କୁ ହିଁ ସମର୍ଥନ କରନ୍ତି” (ଦେଖ: rc://*/ta/man/translate/figs-ellipsis)