or_tn_old/2co/10/02.md

460 B

who assume that

ଯେଉଁମାନେ ଭାବନ୍ତି ଯେ

we are living according to the flesh

“ଶରୀର” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ସ୍ଥାନରେ ବ୍ୟବହାର କରାଯାଇଛି I “ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ” (ଦେଖ: rc://*/ta/man/translate/figs-metonymy)