or_tn_old/2co/08/13.md

953 B

For this task

ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ ଅର୍ଥ ସଂଗ୍ରହ କରିବା ବିଷୟକୁ ଏହା ବୁଝାଏ I ବିକଳ୍ପ ଅନୁବାଦ: “ଅର୍ଥ ସଂଗ୍ରହ କରିବାର ଏହି କାର୍ଯ୍ୟପାଇଁ” (ଦେଖ: rc://*/ta/man/translate/figs-explicit)

that others may be relieved and you may be burdened

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଅନ୍ୟମାନଙ୍କୁ ଉସ୍ବାସ କରିବ ଓ ଆପଣାମାନଙ୍କୁ ଭାରଗ୍ରସ୍ତ କରିବ” (ଦେଖ: rc://*/ta/man/translate/figs-activepassive)

there should be fairness

ସାମ୍ୟଭାବ ଦେଖାଯିବା ଉଚିତ