or_tn_old/2co/08/06.md

1.2 KiB

who had already begun this task

ଯିରୂଶାଲମର ବିଶ୍ବାସୀମାନଙ୍କ ନିମନ୍ତେ କରିନ୍ଥୀୟମାନଙ୍କଠାରୁ ଅର୍ଥ ସଂଗ୍ରହ କରିବା ବିଷୟରେ ପାଉଲ କହୁଛନ୍ତି I ବିକଳ୍ପ ଅନୁବାଦ: ""ଯେ ତୁମ୍ଭମାନଙ୍କର ଦାନ ନିମନ୍ତେ ପ୍ରଥମ ସ୍ଥାନରେ ତୁମ୍ଭମାନଙ୍କୁ ଉତ୍ସାହ ଦେଲେ” (ଦେଖ: rc://*/ta/man/translate/figs-explicit)

to complete among you this act of grace

ଅର୍ଥ ସଂଗ୍ରହ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ତିତସ୍ କରିନ୍ଥୀୟ ମାନଙ୍କୁ ସାହାଯ୍ୟ କରୁଥିଲେ I ବିକଳ୍ପ ଅନୁବାଦ: “ଅର୍ଥ ସଂଗ୍ରହ କାର୍ଯ୍ୟ ସମାପ୍ତ କରିବାକୁ ଓ ତୁମ୍ଭମାନଙ୍କର ବଦାନ୍ୟତାର ଦାନ ଦେବାକୁ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ “(ଦେଖ: rc://*/ta/man/translate/figs-explicit)