or_tn_old/2co/08/01.md

737 B

Connecting Statement:

ଆପଣାର ପରିବର୍ତ୍ତିତ ଯୋଜନା ଓ ଆପଣା ସେବାକାର୍ଯ୍ୟର ଦିଗ୍ ଦର୍ଶନ ସମ୍ବନ୍ଧରେ ବର୍ଣ୍ଣନା କଲା ପରେ ପାଉଲ ଦାନ ବିଷୟରେ କହୁଛନ୍ତି I

the grace of God that has been given to the churches of Macedonia

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମାକିଦନିଆର ମଣ୍ଡଳୀଗୁଡିକ ପ୍ରତି ଈଶ୍ବର ଦେଇଥିବା ଅନୁଗ୍ରହ” (ଦେଖ: rc://*/ta/man/translate/figs-activepassive)