or_tn_old/2co/06/09.md

1.2 KiB

as if we were unknown and we are still well known

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସତେ ଯେପରି ଲୋକେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ତଥାପି ସୁଦ୍ଧା ଲୋକେ ଆମ୍ଭମାନଙ୍କୁ ଜାଣନ୍ତି” (ଦେଖ: rc://*/ta/man/translate/figs-activepassive)

We work as being punished for our actions but not as condemned to death

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏପରି କାର୍ଯ୍ୟ କରୁଅଛୁ, ସତେ ଯେପରି ଆମ୍ଭମାନଙ୍କର କାର୍ଯ୍ୟପାଇଁ ଲୋକମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଉଛନ୍ତି, କିନ୍ତୁ ଏହା ନୁହେଁ ଯେ ସତେ ଯେପରି ସେମାନେ ଆମ୍ଭମାନଙ୍କୁ ମୃତ୍ୟୁ ଦଣ୍ଡାଜ୍ଞା ଦେଇଛନ୍ତି” (ଦେଖ: rc://*/ta/man/translate/figs-activepassive)