or_tn_old/2co/04/01.md

1.6 KiB

Connecting Statement:

ପାଉଲ ଲେଖୁଛନ୍ତି ଯେ ସେ ଆପଣାର ପ୍ରଶଂସା ନ କରି, ଖ୍ରୀଷ୍ଟଙ୍କର ପ୍ରଚାର କରିବା ଦ୍ବାରା ଆପଣା ସେବାକାର୍ଯ୍ୟରେ ସଚ୍ଚୋଟ ଅଟନ୍ତି I ସେ ଆପଣାର ଜୀବନ ଯାପନ ଦ୍ବାରା ଯୀଶୁଙ୍କର ମୃତ୍ୟୁ ଓ ଜୀବନକୁ ପ୍ରଦର୍ଶନ କରୁଛନ୍ତି, ଯେପରି କରିନ୍ଥୀୟ ବିଶ୍ବାସୀମାନଙ୍କ ମଧ୍ୟରେ ଜୀବନ କାର୍ଯ୍ୟ କରିବ I

we have this ministry

ଏଠାରେ ‘ଆମ୍ଭେମାନେ” ଶବ୍ଦଟି ପାଉଲ ଓ ତାହାଙ୍କର ସହକର୍ମୀମାନଙ୍କୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

and just as we have received mercy

ପାଉଲ ଓ ତାହାଙ୍କର ସହକର୍ମୀମାନେ “ଏହି ସେବାକାର୍ଯ୍ୟ” ପାଇଛନ୍ତି ବୋଲି ଏହି ବାକ୍ୟାଂଶଟି ବୁଝାଏ I ଏହା ଗୋଟିଏ ଦାନ ଯାହା ଈଶ୍ବର ଆପଣା ଦୟାରେ ସେମାନଙ୍କୁ ଦେଇଛନ୍ତି I ବିକଳ୍ପ ଅନୁବାଦ: “କାରଣ ଈଶ୍ବର ଆମ୍ଭମାନଙ୍କୁ ଦୟା ଦେଖାଇଛନ୍ତି” (ଦେଖ: rc://*/ta/man/translate/figs-explicit)