or_tn_old/2co/03/15.md

1.6 KiB

But even today

ଏହି ବାକ୍ୟାଂଶ କରିନ୍ଥୀୟମାନଙ୍କୁ ପାଉଲ ଲେଖିଥିବା ସମୟକୁ ବୁଝାଏ I

whenever Moses is read

ଏଠାରେ “ମୋଶା” ଶବ୍ଦ ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ବି ଜଣେ ମୋଶାଙ୍କ ବ୍ୟବସ୍ଥା ପାଠ କରେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])

a veil covers their hearts

ଏଠାରେ “ହୃଦୟ” ଶବ୍ଦଟି ଲୋକଙ୍କର ଭାବନାକୁ ବୁଝାଏ ଓ ଲୋକମାନେ ପୁରାତନ ନିୟମକୁ ବୁଝିବାକୁ ଅସମର୍ଥ ହେବା ବିଷୟକୁ କୁହାଯାଏ ଯେ ସତେ ଯେପରି ସେମାନଙ୍କର ହୃଦୟକୁ ଗୋଟିଏ ଆବରଣ ଆଚ୍ଛାଦନ କରିଅଛି, ଯେ ପ୍ରକାରେ ସେମାନଙ୍କର ଆଖିକୁ ଗୋଟିଏ ଶାରୀରିକ ଆବରଣ ଆଚ୍ଛାଦନ କରିପାରେ I ବିକଳ୍ପ ଅନୁବାଦ: ‘ସେମାନେ ଯାହା ଶୁଣୁଛନ୍ତି, ତାହା ବୁଝିବାକୁ ଅସମର୍ଥ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])