or_tn_old/2co/03/02.md

2.2 KiB
Raw Permalink Blame History

You yourselves are our letter of recommendation

ପାଉଲ କରିନ୍ଥୀୟମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ପ୍ରଶଂସା ପତ୍ର I ସେମାନେ ଯେ ପ୍ରକାର ବିଶ୍ବାସୀ ହୋଇଛନ୍ତି, ତାହା ହିଁ ଅନ୍ୟମାନଙ୍କ ନିମନ୍ତେ ପାଉଲଙ୍କ ସେବାକାର୍ଯ୍ୟକୁ ସପ୍ରମାଣ କରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଜେ ଆମ୍ଭମାନଙ୍କର ପ୍ରଶଂସାପତ୍ର ସଦୃଶ” (ଦେଖ: rc://*/ta/man/translate/figs-metaphor)

written on our hearts

ଏଠାରେ “ହୃଦୟ” ସେମାନଙ୍କର ଭାବନା ଓ ଭାବପ୍ରବଣତାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) କରିନ୍ଥୀୟମାନେ ସେମାନଙ୍କର ପ୍ରଶଂସା ପତ୍ର ବୋଲି ପାଉଲ ଓ ତାହାଙ୍କର ସହକର୍ମୀମାନେ ନିଶ୍ଚିତ ଥିଲେ କିମ୍ବା ) ପାଉଲ ଓ ତାହାଙ୍କର ସହକର୍ମୀମାନେ କରିନ୍ଥୀୟ ମାନଙ୍କର ଗଭୀର ଯତ୍ନ ନେଉଥିଲେ I (ଦେଖ: rc://*/ta/man/translate/figs-metonymy)

written on our hearts

“ଖ୍ରୀଷ୍ଟ”ଙ୍କୁ ଅନ୍ତନିହିତ ବିଷୟ ଭାବରେ ନେଇ ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଖ୍ରୀଷ୍ଟ ଆମ୍ଭମାନଙ୍କ ହୃଦୟରେ ଲେଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

known and read by all people

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସମସ୍ତେ ଜାଣିପାରିବେ ଓ ପାଠ କରିପାରିବେ” (ଦେଖ: rc://*/ta/man/translate/figs-activepassive)