or_tn_old/2co/03/01.md

2.0 KiB

Connecting Statement:

ପାଉଲ ସେମାନଙ୍କୁ ସ୍ମରଣ କରାଇଦେଉଛନ୍ତି ଯେ ସେ ଖ୍ରୀଷ୍ଟଙ୍କ ଦେଇ ଯାହା କରିଛନ୍ତି, ତାହା କହି ସେ ଆତ୍ମ ଗର୍ବ କରୁନାହାନ୍ତି I

Are we beginning to praise ourselves again?

ସେମାନେ ଆତ୍ମ ପ୍ରଶଂସା କରୁନାହାନ୍ତି ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ପୁନର୍ବାର ଆପଣା ଆପଣାର ଆତ୍ମ ପ୍ରଶଂସା ଆରମ୍ଭ କରୁନାହୁଁ” (ଦେଖ: rc://*/ta/man/translate/figs-rquestion)

We do not need letters of recommendation to you or from you, like some people, do we?

ପାଉଲ ଓ ତୀମଥିଙ୍କ ସୁଖ୍ୟାତି ବିଷୟରେ କରିନ୍ଥୀୟମାନେ ଆଗରୁ ଜାଣିଛନ୍ତି ବୋଲି ପ୍ରକାଶ କରିବାକୁ ପାଉଲ ଏହା କହୁଛନ୍ତି I ପ୍ରଶ୍ନଟି ଗୋଟିଏ ନକରାତ୍ମକ ଉତ୍ତର ଉତ୍ପନ୍ନ କରୁଛି I ବିକଳ୍ପ ଅନୁବାଦ: “ଯେ ପ୍ରକାରେ କେତେକ ଲୋକ କରନ୍ତି, ଆମ୍ଭେମାନେ ନିଶ୍ଚତଭାବରେ ତୁମ୍ଭମାନଙ୍କ ନିକଟକୁ ଅବା ତୁମ୍ଭମାନଙ୍କ ନିକଟରୁ କୌଣସି ପ୍ରଶଂସା ପତ୍ର ଆବଶ୍ୟକ କରୁନାହୁଁ” (ଦେଖ: rc://*/ta/man/translate/figs-rquestion)

letters of recommendation

ଏହା ଗୋଟିଏ ପତ୍ର ଯାହା ଜଣେ ଆଉ ଜଣକୁ ପରିଚୟ କରାଇବାପାଇଁ ଓ ଆଉ ଜଣକ ନିମନ୍ତେ ସେମାନଙ୍କର ସମର୍ଥନ ଦେବାପାଇଁ ଲେଖିଥାନ୍ତି I