or_tn_old/2co/01/12.md

2.0 KiB

General Information:

ଏହି ପଦ ଗୁଡିକରେ ପାଉଲ “ଆମ୍ଭେମାନେ,” “ଆମ୍ଭମାନଙ୍କର,” “ଆମ୍ଭେମାନେ ନିଜେ” ଓ “ଆମ୍ଭମାନଙ୍କୁ” ଶବ୍ଦ ବ୍ୟବହାରକରି ଆପଣାକୁ, ତୀମଥିଙ୍କୁ ଓ ସମ୍ଭବତଃ ତାହାଙ୍କୁ ସେବା କରୁଥିବା ଅନ୍ୟମାନଙ୍କୁ ଉଲ୍ଲେଖ କରୁଛନ୍ତି I ଏହି ଶବ୍ଦଗୁଡିକ ସେ ଯେଉଁମାନଙ୍କୁ ଏ ପତ୍ର ଲେଖୁଛନ୍ତି, ସେମାନଙ୍କୁ ଅନ୍ତର୍ଭୁକ୍ତ କରୁନାହିଁ I (ଦେଖ: rc://*/ta/man/translate/figs-exclusive)

We are proud of this

ଏଠାରେ “ଦର୍ପ” ଶବ୍ଦଟି ସକରାତ୍ମକ ଚିନ୍ତାଧାରାରେ, କୌଣସି ବିଷୟରେ ମହାସନ୍ତୋଷ ଓ ଆନନ୍ଦ ଲାଭ କରିବା ଅର୍ଥରେ ବ୍ୟବହାର କରାଯାଇଛି I

Our conscience testifies

ପାଉଲ ଦୋଷୀ ନ ହେବା ବିଷୟରେ କହନ୍ତି ଯେ ସତେ ଯେପରି ତାହାଙ୍କ ବିବେକ ଜଣେ ଲୋକ ଯେ କି କଥା କହିପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆମ୍ଭମାନଙ୍କ ବିବେକ ଦ୍ବାରା ଜାଣୁ” (ଦେଖ: rc://*/ta/man/translate/figs-personification)

not relying on fleshly wisdom but on the grace of God.

ଏଠାରେ “ସାଂସାରିକ” ଶବ୍ଦ ମନୁଷ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଉପରେ ନିର୍ଭର ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହ ଉପରେ ନିର୍ଭର କଲୁ” (ଦେଖ: rc://*/ta/man/translate/figs-metonymy)