or_tn_old/1ti/06/18.md

431 B

be rich in good works

ପାଉଲ ଆତ୍ମିକ ଆଶୀର୍ବାଦ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ପାର୍ଥିବ ଧନ ଅଟେ I ବିକଳ୍ପ ଅନୁବାଦ: “ଅନେକ ପ୍ରକାରେ ଅନ୍ୟମାନଙ୍କୁ ସେବା କରି ସାହାଯ୍ୟ କର” (ଦେଖ: rc://*/ta/man/translate/figs-metaphor)