or_tn_old/1ti/06/17.md

1.1 KiB

Tell the rich

ଏଠାରେ “ଧନୀ” ଗୋଟିଏ ନାମବାଚକ ବିଶେଷଣ I ଏହାକୁ ଗୋଟିଏ ବିଶେଷଣ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଧନୀମାନଙ୍କୁ କୁହ” (ଦେଖ: rc://*/ta/man/translate/figs-nominaladj)

in riches, which are uncertain

ସେମାନେ ଉପାର୍ଜନ କରିଥିବା ଅନେକ ବିଷୟ ସେମାନେ ହରାଇବେ I ଏହା ପାର୍ଥିବ ପଦାର୍ଥକୁ ବୁଝାଏ I

all the true riches

ଯେଉଁସବୁ ବିଷୟ ଆମ୍ଭମାନଙ୍କୁ ପ୍ରକୃତରେ ଆନନ୍ଦ ଦେବ I ଏହି ପଦ ପାର୍ଥିବ ପଦାର୍ଥକୁ ବୁଝାଇ ପାରେ, କିନ୍ତୁ ଅଧିକ ଭାବରେ ଏହା ପ୍ରେମ, ଆନନ୍ଦ ଓ ଶାନ୍ତି ଭଳି ଗୁଣକୁ ବୁଝାଏ, ଯାହା ଲୋକମାନେ ପାର୍ଥିବ ବସ୍ତୁ ଦ୍ବାରା ଲାଭ କରିବାକୁ ଚେଷ୍ଟା କରିଥାନ୍ତି I