or_tn_old/1ti/06/12.md

2.8 KiB

Fight the good fight of faith

ଏଠାରେ ପାଉଲ ବିଶ୍ବାସରେ ଲାଗି ରହିଥିବା ଲୋକ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପ୍ରତିଯୋଗିତାରେ ଜୟଲାଭ କରିବାକୁ ସଂଘର୍ଷ କରୁଥିବା କ୍ରୀଡାବିତ୍ କିମ୍ବା ଜୟଲାଭ ନିମନ୍ତେ ଯୁଦ୍ଧରେ ସଂଘର୍ଷ କରୁଥିବା ଜଣେ ଯୋଦ୍ଧା I ବିକଳ୍ପ ଅନୁବାଦ: “ନିଜର ସମସ୍ତ ଶକ୍ତି ସହିତ ଖ୍ରୀଷ୍ଟଙ୍କ ଶିକ୍ଷାର ବାଧ୍ୟ ହେବାକୁ ଯଥାସାଧ୍ୟ ଚେଷ୍ଟା କର, ଯେପରି ଜଣେ କ୍ରୀଡାବିତ୍ ପ୍ରତିଯୋଗିତାରେ କରିଥାଏ” (ଦେଖ: rc://*/ta/man/translate/figs-metaphor)

Take hold of the everlasting life

ଏହା ରୂପକଟିକୁ ଜାରିରଖିଛି I ଅନନ୍ତ ଜୀବନ ପାଉଥିବା ଲୋକଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଜୟୀ କ୍ରୀଡାବିତ୍ କିମ୍ବା ପୁରସ୍କାର ପାଉଥିବା ଯୋଦ୍ଧା I ବିକଳ୍ପ ଅନୁବାଦ: “ଜଣେ ବିଜୟୀ କ୍ରୀଡାବିତ୍ ଆପଣା ପୁରସ୍କାର ନେଉଥିବା ସଦୃଶ ତୁମ୍ଭର ପୁରସ୍କାର ସ୍ବରୂପେ ଅନନ୍ତଜୀବନ ନିଅ” (ଦେଖ: rc://*/ta/man/translate/figs-metaphor)

to which you were called

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

you gave the good confession

ଯାହା ଉତ୍ତମ, ତାହା ତୁମ୍ଭେ ସ୍ବୀକାର କରିଅଛ କିମ୍ବା “ତୁମ୍ଭେ ସତ୍ୟକୁ ସ୍ବୀକାର କରିଅଛ”

before many witnesses

ତୀମଥି ଯେଉଁ ଲୋକମାନଙ୍କୁ କଥା କହୁଥିଲେ, ସେହି ଲୋକମାନଙ୍କ ଚିନ୍ତାଧାରା ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ପାଉଲ ସ୍ଥାନ ସମ୍ବନ୍ଧରେ ଆପଣାର ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅନେକ ସାକ୍ଷୀମାନଙ୍କୁ” (ଦେଖ: rc://*/ta/man/translate/figs-metonymy)