or_tn_old/1ti/06/01.md

2.1 KiB

Connecting Statement:

ପାଉଲ ଦାସ ଓ କର୍ତ୍ତାମାନଙ୍କୁ କେତେକ ବିଶେଷ ଉପଦେଶ ଦେଲାପରେ ଏକ ଈଶ୍ବରପରାୟଣ ଜୀବନ ଯାପନ କରିବାକୁ ଶିକ୍ଷା ଦେଉଛନ୍ତି I

Let all who are under the yoke as slaves

ପାଉଲ ଦାସଭାବରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଯୁଆଳି ବହନ କରୁଥିବା ବଳଦସବୁ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଦାସଭାବରେ କାର୍ଯ୍ୟ କରୁଛନ୍ତି” (ଦେଖ: rc://*/ta/man/translate/figs-metaphor)

Let all who are

ଏହା ସୂଚିତ କରେ ଯେ ପାଉଲ ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସୀ” (ଦେଖ: rc://*/ta/man/translate/figs-explicit)

the name of God and the teaching might not be blasphemed

ଏହାକୁ କର୍ତ୍ତୃବାଚ୍ୟଭାବରେ ଓ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ନାମ ଓ ଶିକ୍ଷା ବିଷୟରେ ଯେପରି ଅବିଶ୍ବାସୀମାନେ ସର୍ବଦା ସମାଦରପୂର୍ଣ୍ଣ ଭାବରେ କହିବେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-litotes]])

the name of God

ଏଠାରେ “ନାମ” ଈଶ୍ବରଙ୍କ ସ୍ବଭାବ ବା ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଚରିତ୍ର” କିମ୍ବା “ଈଶ୍ବର” (ଦେଖ: rc://*/ta/man/translate/figs-metonymy)

the teaching

ବିଶ୍ବାସ କିମ୍ବା “ସୁସମାଚାର”