or_tn_old/1ti/04/10.md

1.3 KiB

For it is for this

ଏହି ଉଦ୍ଦେଶ୍ୟରେ

struggle and work very hard

“ପରିଶ୍ରମ” ଓ “ପ୍ରାଣପଣ” ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ I ସେମାନେ ଯେଉଁ ଉତ୍ସର୍ଗ ସହିତ ଈଶ୍ବରଙ୍କ ସେବା କରୁଥିଲେ, ତାକୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc:///ta/man/translate/figs-doublet]] ଓ [[rc:///ta/man/translate/figs-metaphor]])

we have hope in the living God

ଏଠାରେ “ଜୀବିତ ଈଶ୍ବର”ର ଅର୍ଥ ସମ୍ଭବତଃ “ସମସ୍ତ ବିଷୟକୁ ଜୀବିତ କରୁଥିବା ଈଶ୍ବର”

but especially of believers

ବୁଝିହେଉଥିବା ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶେଷ କରି, ସେ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କର ତ୍ରାଣକର୍ତ୍ତା” (ଦେଖ: rc://*/ta/man/translate/figs-ellipsis)