or_tn_old/1ti/04/05.md

12 lines
1.4 KiB
Markdown

# it is sanctified by the word of God and prayer
ଏଠାରେ ଗୋଟିଏ ଚିନ୍ତାଧାରାକୁ ଏକତ୍ର ପ୍ରକାଶ କରିବାପାଇଁ “ଈଶ୍ବରଙ୍କ ବାକ୍ୟ” ଓ “ପ୍ରାର୍ଥନା”କୁ ବ୍ୟବହାର କରାଯାଇଛି I ଈଶ୍ବର ପ୍ରକାଶ କରିଥିବା ସତ୍ୟତା ସହିତ ପ୍ରାର୍ଥନା ଏକମତ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ବାକ୍ୟ ସହିତ ଏକମତ ହୋଇ ପ୍ରାର୍ଥନା ଦ୍ବାରା ଏହା ଉତ୍ସର୍ଗୀକୃତ ଅଟେ” (ଦେଖ: [[rc://*/ta/man/translate/figs-hendiadys]])
# it is sanctified
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହାକୁ ପବିତ୍ର କରୁଅଛୁ” କିମ୍ବା “ଆମ୍ଭେମାନେ ଏହାକୁ ପୃଥକ୍ କରିଅଛୁ” (ଦେଖ: [[rc://*/ta/man/translate/figs-activepassive]])
# word of God
ଏଠାରେ “ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବା ସେ ପ୍ରକାଶ କରିଥିବା ବିଷୟକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])