or_tn_old/1ti/03/09.md

1.9 KiB

They should keep the revealed truth of the faith

ଈଶ୍ବର ଆମ୍ଭମାନଙ୍କ ପ୍ରତି ପ୍ରକାଶ କରିଥିବା ଓ ଆମ୍ଭେମାନେ ବିଶ୍ବାସ କରୁଥିବା ସତ୍ୟ ବାକ୍ୟକୁ ସେମାନେ ନିରନ୍ତର ବିଶ୍ବାସ କରିବା ଆବଶ୍ୟକ I ଏହା ଏପରି ଏକ ସତ୍ୟକୁ ବୁଝାଏ, ଯାହା କିଛି ସମୟପାଇଁ ରହିଥିଲା, କିନ୍ତୁ ସେହି ମୂହୁର୍ତ୍ତରେ ଈଶ୍ବର ତାହା ସେମାନଙ୍କ ନିକଟରେ ପ୍ରକାଶ କଲେ I ପାଉଲ ଈଶ୍ବରଙ୍କ ସତ୍ୟ ଶିକ୍ଷା ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଜଣେ ଲୋକ ଆପଣା ନିକଟରେ ରଖିପାରିବ I (ଦେଖ: rc://*/ta/man/translate/figs-metaphor)

the revealed truth

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସତ୍ୟ ଈଶ୍ବର ପ୍ରକାଶ କଲେ” (ଦେଖ: rc://*/ta/man/translate/figs-activepassive)

faith with a clean conscience

ଜଣେ ବ୍ୟକ୍ତିର ସେ କିଛି ମନ୍ଦ କରିନାହିଁ ବୋଲି ଥିବା ଜ୍ଞାନ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେହି ଜ୍ଞାନ ବା ବିବେକ ଶୁଦ୍ଧ ଅଟେ I ବିକଳ୍ପ ଅନୁବାଦ: “ବିଶ୍ବାସ, ଏହା ଜାଣିବା ଯେ ଯାହା ଯଥାର୍ଥ ତାହା କରିବାକୁ ସେମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି” (ଦେଖ: rc://*/ta/man/translate/figs-metaphor)