or_tn_old/1ti/02/09.md

2.2 KiB

with modesty and self-control

ଏହି ଉଭୟ ପଦଗୁଡିକ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରୁଥିବା ବସ୍ତ୍ର ନ ପିନ୍ଧି ସେମାନଙ୍କୁ ପ୍ରଯୁଜ୍ୟ ବସ୍ତ୍ର ପିନ୍ଧିବା ଉଚିତ I (ଦେଖ: rc://*/ta/man/translate/figs-doublet)

They should not have braided hair

ପାଉଲଙ୍କ ସମୟରେ, ଅନେକ ରୋମୀୟ ସ୍ତ୍ରୀମାନେ ଆପଣା ଆପଣା କେଶ ବିନ୍ୟାସ କରି ନିଜ ନିଜକୁ ଆକର୍ଷଣୀୟ କରୁଥିଲେ I ଜଣେ ସ୍ତ୍ରୀ ପାଇଁ କେଶ ବିନ୍ୟାସ ହିଁ କେଶ ପ୍ରତି ଅନାବଶ୍ୟକ ଧ୍ୟାନ ଦେବାର ଏକ ମାତ୍ର ମାର୍ଗ I ଯଦି କେଶ ବିନ୍ୟାସ ବିଷୟ ଜଣା ନ ଥାନ୍ତା, ତେବେ ଏହାକୁ ଅଧିକ ସାଧାରଣ ଭାବରେ କୁହାଯାଇ ପାରନ୍ତା I ବିକଳ୍ପ ଅନୁବାଦ: “ସେମାନେ ଆଳଙ୍କାରିକ କେଶ ବିନ୍ୟାସ କରିବା ଅନୁଚିତ୍” କିମ୍ବା “ସେମାନେ ଦୃଷ୍ଟି ଆକର୍ଷଣ କରୁଥିବା ଆଡମ୍ବରଯୁକ୍ତ କେଶ ବିନ୍ୟାସ କରିବା ଉଚିତ୍ ନୁହେଁ” (ଦେଖ: rc://*/ta/man/translate/figs-metonymy)

pearls

ଏସବୁ ସୁନ୍ଦର ଓ ମୂଲ୍ୟବାନ୍ ଧଳା ରଙ୍ଗର ବଲ୍, ଯାହା ସ୍ତ୍ରୀ ଲୋକେ ଅଳଙ୍କାରଭାବରେ ବ୍ୟବହାର କରନ୍ତି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ପ୍ରକାର ଛୋଟ ଛୋଟ ଜୀବର ଖୋଳପା ଭିତରେ ଗଠିତ ହୁଏ I (ଦେଖ: rc://*/ta/man/translate/translate-unknown)